DJ Music: ଭସାଣି ଉତ୍ସବରେ ଡିଜେ ବଜାଇବାକୁ ନେଇ କମିଶନ ପୁଲିସ ଜାରି କଲା କଟକଣା

11 hours ago 2
ARTICLE AD BOX

ପାର୍ବଣ ଋତୁ ଚାଲିଛି ।  ଖୁଦୁରୁକୁଣୀ ଓ ଗଣେଶ ପୂଜା ସରିବା ପରେ ବିଶ୍ୱକର୍ମାଙ୍କ ପୂଜା ଚାଲିଛି । ଆଗକୁ ଦଶହରାରେ ଦେବୀ ପୂଜା ,  ଗଜାଲକ୍ଷ୍ମୀ ପୂଜା, କାଳୀ ପୂଜା ଆସିବ। ଭସାଣି ଉତ୍ସବରେ ଡିଜେ ଉପରେ କମିଶନ ପୁଲିସ କଟକଣା ଜାରି କରିଛି ।

 ଭସାଣି ଉତ୍ସବରେ ଡିଜେ ବଜାଇବାକୁ ନେଇ କମିଶନ ପୁଲିସ ଜାରି କଲା କଟକଣା

ବାଲିପାଟଣା : ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ ।  ଖୁଦୁରୁକୁଣୀ ଓ ଗଣେଶ ପୂଜା ସରିବା ପରେ ବିଶ୍ୱକର୍ମାଙ୍କ ପୂଜା ଚାଲିଛି । ଆଗକୁ ଦଶହରାରେ ଦେବୀ ପୂଜା , ଗଜାଲକ୍ଷ୍ମୀ ପୂଜା, କାଳୀ ପୂଜା ଆସିବ। ଭସାଣି ଉତ୍ସବରେ ଡିଜେ ଉପରେ କମିଶନ ପୁଲିସ କଟକଣା ଜାରି କରିଛି । ଡିଜେ ବଜାଇଲେ ପୁଲିସ କଠୋର ଆଭିମୁଖ୍ୟ ନେବ ବୋଲି କମିଟିକୁ ସୂଚିତ କରାଯାଇଛି । ୨୪ଟି ଗଣେଶ ପୂଜା କମିଟି ପୁଲିସର ଅନୁମତି ନେଇଥିବା ଜଣାପଡିଛି । ଏହାବାଦ  ୨ ଶହରୁ ଉର୍ଦ୍ଧ ମଣ୍ଡପରେ ଗଜାନନଙ୍କ  ମୂର୍ତ୍ତି ପୂଜା ପାଉଛନ୍ତି । କିଛି ସ୍ଥାନରେ ପୂଜା କମିଟି ପ୍ରଶାସନ ନିର୍ଦେଶକୁ ଫୁ କରି ଦେଉଛନ୍ତି । ଆଇନକୁ ଖାତିର କରୁ ନାହାନ୍ତି । ଲୁଚା ଛପାରେ ଡିଜେ ବଜାଇ ଭସାଣୀ କାର୍ଯ୍ୟକ୍ରମ କରୁଛନ୍ତି । ମଦ ନିଶାରେ ଚୁର ହୋଇ ଅସାମାଜିକ କାର୍ଯ୍ୟ ଓ ବିଭ୍ରାଟ ସୃଷ୍ଟି କରୁଛନ୍ତି ।

ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.