Death: ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

3 weeks ago 14
ARTICLE AD BOX

ସୁବର୍ଣ୍ଣପୁର ବିନିକା କ୍ଳବ୍ ଚରଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତକଙ୍କ ନାମ ମହିନ୍ଦ୍ରା ଥାନାପତି ବୋଲି ଜଣାଯାଇଛି।

 (sambad.in) A youth lost his life due to electrocution Photograph: (sambad.in)

ବିନିକା: ସୁବର୍ଣ୍ଣପୁର ବିନିକା କ୍ଳବ୍ ଚରଦା ଗ୍ରାମରେ ଏକଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତକଙ୍କ ନାମ ମହିନ୍ଦ୍ରା ଥାନାପତି ବୋଲି ଜଣାଯାଇଛି। ମୃତଦେହକୁ ବିନିକାର ଡାକ୍ତରଖାନାରେ ରଖି ବିନିକା ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବିନିକା ଆଇଆଇସି ଅନିତା କିଡୋ ସୂଚନା ଦେଇଛନ୍ତି।

ସେ ଜଣେ କଂଗ୍ରେସ ନେତା

ବିନିକା ବ୍ଲକ ଚରଦା ଗ୍ରାମର ମହେନ୍ଦ୍ର ଥନାପତି ଗତ ରାତିରେ ପାଣି ପମ୍ପରେ ଇଲେକ୍ଟ୍ରି ସଂଯୋଗ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି। ସେ ଜଣେ କଂଗ୍ରେସ ନେତା ଭାବେ ବେଶ ପରିଚିତ ଥିଲେ।

Vigilance: ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୟପୁର ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ, ଭିଜିଲାନ୍ସ ଦ୍ବାରା ଗିରଫ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.