ARTICLE AD BOX
ଆଜି ସକାଳୁ ଟାଉନଥାନା ରାଣୀବଗିଚାର ନିଜ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଶ୍ବଜିତ ନାଏକ (୨୯)। ବେକରେ ରଶି ଦେଇ ଝୁଲି ପଡ଼ିଥିବାରୁ ସେ ଆତ୍ମହତ୍ଯା କରିଥିବା କହାଯାଉଛି।
ସୁନ୍ଦରଗଡ଼: ଆଜି ସକାଳୁ ଟାଉନଥାନା ରାଣୀବଗିଚାର ନିଜ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବିଶ୍ବଜିତ ନାଏକ (୨୯)। ବେକରେ ରଶି ଦେଇ ଝୁଲି ପଡ଼ିଥିବାରୁ ସେ ଆତ୍ମହତ୍ଯା କରିଥିବା କହାଯାଉଛି।
କାରଣ ଅସ୍ପଷ୍ଟ
ତେବେ ଏହା ପଛର କାରଣ ସ୍ପଷ୍ଟ ହୋଇ ନାହିଁ। ଟାଉନଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
Religion Issue: ଶବ ସତ୍କାରକୁ ନେଇ ବିବାଦ ଘଟଣା: ମୂଳ ଧର୍ମକୁ ଫେରିଲା ପରେ ମିଳିଲା ଶ୍ମଶାନ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
1


