Death: କେନାଲରେ ବୁଡ଼ି ଯୁବକଙ୍କ ମୃତ୍ୟୁ: ଖୋକସା ଗ୍ରାମରେ ଶୋକାକୁଳ ପରିବେଶ

1 week ago 8
ARTICLE AD BOX

ଢେଙ୍କାନାଳ କାମାକ୍ଷାନଗର ଥାନା ସାରୁଆଳି ପଞ୍ଚାୟତ ଖୋକସା ଗ୍ରାମରେ ଅଘଟଣ। କେନାଲ ନିକଟକୁ ଶୌଚ ପାଇଁ ଯାଇଥିବା ଅରୁଣ ସାମଲ ପାଣିରେ ବୁଡ଼ି ଯାଇଥିଲେ। ଉଦ୍ଧାର ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

 (sambad.in) Man Dies After Drowning in Canal Near Khoksa Village Photograph: (sambad.in)

କାମାକ୍ଷାନଗର: ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ପଂଚାୟତର ଖୋକସା ଗ୍ରାମର ଅରୁଣ ସାମଲ ଗତକାଲି ସନ୍ଧ୍ୟା ସମୟରେ ଗାଁ ନିକଟସ୍ଥ କେନାଲ ନିକଟକୁ ଶୌଚହେବା ପାଇଁ ଯାଇଥିବା ବେଳେ କେନାଲରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ କେନାଲ ପାଣିରେ ଭାସୁଥିବା ବେଳେ ତାଙ୍କୁ ତୁରନ୍ତ ୧୦୮ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

 ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।

Theft: କାମାକ୍ଷାନଗରରେ ବଡ଼ଧରଣର ଲୁଟ୍‌: ଘର କବାଟ ଭାଙ୍ଗି ୮୫ ହଜାର ନଗଦ ସହ ୭୪ ଗ୍ରାମ ସୁନା ଲୁଟ୍‌

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.