Cricket: ଅଷ୍ଟ୍ରେଲୀୟ ଯୁବ ଦଳରେ ଭାରତୀୟ ବଂଶୋଦ୍ଭବ ନୀଲ୍

5 hours ago 1
ARTICLE AD BOX

ସିଡନି:ଭାରତୀୟ ବଂଶୋଦ୍ଭବ ଯୁବ କ୍ରିକେଟର ନୀଲ ପଟେଲଙ୍କ କ୍ରିକେଟ୍‌ କ୍ୟାରିୟରକୁ ବଡ଼ ପ୍ରୋତ୍ସାହନ ମିଳିଛି। ଭାରତ ଗସ୍ତରେ ଆସିବାକୁ ଥିବା ଅଷ୍ଟ୍ରେଲିଆର ୧୯ ବର୍ଷରୁ କମ୍‌ ଦଳରେ ସେ ସ୍ଥାନ ପାଇଛନ୍ତି। ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗସ୍ତରେ ଏହି ଅଷ୍ଟ୍ରେଲିଆ ଯୁବ ଦଳ ଭାରତ ବିପକ୍ଷରେ ତିନୋଟି ଦିନିକିଆ ଓ ଦୁଇଟି ଚାରିଦିନିଆ ମ୍ୟାଚ୍‌ ଖେଳିବ। ଏହି ସବୁ ମ୍ୟାଚ୍‌ ରାଜକୋଟ ଓ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆରେ ନୀଲ୍‌ ନ୍ୟୁ ସାଉଥ୍‌ ଓ୍ବେଲ୍ସ ପକ୍ଷରୁ ପ୍ରତିନିଧିତ୍ବ କରନ୍ତି। ଏହି ଆଞ୍ଚଳିକ ଦଳ ପକ୍ଷରୁ ସେ ବ୍ୟାଟିଂ ଓପନ୍‌ କରିବା ସହ ଅଫ୍‌ସ୍ପିନ ବୋଲିଂ ମଧ୍ୟ କରନ୍ତି।

ମ୍ୟାଚ୍‌ ରାଜକୋଟ ଓ ଅହମ୍ମଦାବାଦରେ ଅନୁଷ୍ଠିତ

ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗସ୍ତରେ ଏହି ଅଷ୍ଟ୍ରେଲିଆ ଯୁବ ଦଳ ଭାରତ ବିପକ୍ଷରେ ତିନୋଟି ଦିନିକିଆ ଓ ଦୁଇଟି ଚାରିଦିନିଆ ମ୍ୟାଚ୍‌ ଖେଳିବ। ଏହି ସବୁ ମ୍ୟାଚ୍‌ ରାଜକୋଟ ଓ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆରେ ନୀଲ୍‌ ନ୍ୟୁ ସାଉଥ୍‌ ଓ୍ବେଲ୍ସ ପକ୍ଷରୁ ପ୍ରତିନିଧିତ୍ବ କରନ୍ତି। ଏହି ଆଞ୍ଚଳିକ ଦଳ ପକ୍ଷରୁ ସେ ବ୍ୟାଟିଂ ଓପନ୍‌ କରିବା ସହ ଅଫ୍‌ସ୍ପିନ ବୋଲିଂ ମଧ୍ୟ କରନ୍ତି।

Mirabai Chanu: ମୀରାବାଈଙ୍କ ଅଧୁରା ସ୍ବପ୍ନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.