CJP: ବୁଧବାର ସିଜେପିର ପ୍ରଥମ କୋର୍‌ କମିଟି ବୈଠକ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ପ୍ରଥମ କୋର୍‌ କମିଟି ବୈଠକ ଆସନ୍ତା ୫ ତାରିଖ (ବୁଧବାର) ଛତ୍ରପତି ଶମ୍ଭାଜୀ ନଗରରେ ହେବ। ଏହି ବୈଠକରେ ସିଜେପିର ଭବିଷ୍ୟତ କାର୍ଯ୍ୟପନ୍ଥା, ସାଙ୍ଗଠନିକ ସମ୍ପ୍ରସାରଣ ଓ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମାଧାନ ଆଗାମୀ ଦିନଗୁଡ଼ିକରେ କିଭଳି ହେବ ସେସବୁ ପ୍ରସଙ୍ଗରେ ଆଲୋଚନା ହେବ।

ଆହୁରି ପଢନ୍ତୁ :uppsc recruitment: ୟୁପିପିଏସସି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୩୭ ପଦବି ହେବ ପୂରଣ

 ଦେଶର ବିଭିନ୍ନ ଅଞ୍ଚଳରୁ ସଦସ୍ୟମାନଙ୍କୁ ଏହି ବୈଠକରେ ଯୋଗଦେବା ପାଇଁ ନିମନ୍ତ୍ରଣ କରଯାଇଛି ‌ବୋଲି ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ କହିଛନ୍ତି। ସିଜେପି ଏକ ରାଜନୈତିକ ଦଳରେ ପରିଣତ ହୋଇପାରେ ବୋଲି ହେଉଥିବା କଳ୍ପନାଜଳ୍ପନାକୁ ସେ ଅସ୍ବୀକାର କରିଛନ୍ତି। ଜନ ଆନ୍ଦୋଳନ ଭାବେ ଏହାର କାର୍ଯ୍ୟ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।



Read Entire Article
LEFT SIDEBAR AD

Hidden in mobile, Best for skyscrapers.