Businessman Vikas D. Nahar : ମାତ୍ର ୧୦ ହଜାରରୁ ୭୦୦ କୋଟିର ହେଲେ ମାଲିକ

1 week ago 4
ARTICLE AD BOX

ମାତ୍ର ୧୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ହାପିଲୋ ଆଜି ୭୦୦ କୋଟିରୁ ଅଧିକ ରାଜସ୍ୱ ଆୟ କରୁଥିବା ବଡ଼ ବ୍ରାଣ୍ଡ। ଛୋଟ ଆରମ୍ଭରୁ ବଡ଼ ସଫଳତା ପଛରେ କ’ଣ ରହିଛି ବିଜନେସ୍ ଟ୍ରିକ୍ ? ଆସନ୍ତୁ ଜାଣିବା ।

ବ୍ୟବସାୟ ଆରମ୍ଭ ପାଇଁ ବଡ଼ ପୁଞ୍ଜି କିମ୍ବା ବଡ଼ ଟିମର ଆବଶ୍ୟକତା ନାହିଁ । ବଜାରର ଆବଶ୍ୟକତାକୁ ବୁଝି ସଠିକ ସମୟରେ ସଠିକ ପଦକ୍ଷେପ ନେଲେ ଛୋଟ ଆରମ୍ଭ ମଧ୍ୟ ବଡ଼ ସଫଳତା ଆଣିପାରେ । ଏହାର ଉଦାହରଣ ହେଉଛନ୍ତି ହାପିଲୋର ପ୍ରତିଷ୍ଠାତା ବିକାଶ ଡି. ନାହାର । ମାତ୍ର ୧୦ ହଜାର ଟଙ୍କା ଏବଂ ଦୁଇ ଜଣ କର୍ମଚାରୀଙ୍କୁ ନେଇ ୨୦୧୬ରେ ସେ ହାପିଲୋ ଆରମ୍ଭ କରିଥିଲେ । ସୁସ୍ଥ ସ୍ନାକ୍ସ ଓ ଡ୍ରାଏ ଫ୍ରୁଟ୍ସକୁ ନେଇ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଆଜି ବଡ଼ ବ୍ରାଣ୍ଡରେ ପରିଣତ ହୋଇଛି । ଏବେ ଏହି କମ୍ପାନୀ ପାଖପାଖି ୭୦୦ କୋଟି ଅଧିକ ଟଙ୍କା ରୋଜଗାର କରିସାରିଲାଣି । ତେବେ ଏହାକୁ ତିଆରି କରିବାକୁ ସେ କେଉଁ  ବିଜନେସ ଟ୍ରିକ ଆପଣାଇଥିଲେ ଆସନ୍ତୁ ଜାଣିବା 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.