ARTICLE AD BOX
ଦକ୍ଷିଣ ସିନାଇର ଦହାବ-ନୁୱେଇବା ରାସ୍ତାରେ ଏକ ବସ୍ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ବସ୍ରେ ଥିବା ଅନ୍ୟ ୨୮ ଜଣ ଯାତ୍ରୀ ଆହତ ହୋଇଥିବା ବୁଧବାର ଇଜିପ୍ଟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
Bus Accident in Egypt’s South Sinai Kills 16, Injures 28କାଏରୋ: ଦକ୍ଷିଣ ସିନାଇର ଦହାବ-ନୁୱେଇବା ରାସ୍ତାରେ ଏକ ବସ୍ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ବସ୍ରେ ଥିବା ଅନ୍ୟ ୨୮ ଜଣ ଯାତ୍ରୀ ଆହତ ହୋଇଥିବା ବୁଧବାର ଇଜିପ୍ଟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଲୋହିତ ସାଗର ଉପକୂଳ ପାର୍ଶ୍ୱସ୍ଥ ଏହି ଅଞ୍ଚଳ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ। ଗତ ମାସରେ ଇଜିପ୍ଟର ଇସମାଇଲିଆ ଗଭର୍ଣ୍ଣରେଟରେ ଏକ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩୨ ଜଣ ଆହତ ହୋଇଥିଲେ।
ବନ୍ୟା ଯୋଗୁଁ ନେପାଳର ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
5


