Buffaloes Smugglers Arrested: ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି, ମାଡ଼ିବସିଲା ପୁଲିସ୍

4 days ago 6
ARTICLE AD BOX

ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି। କଣ୍ଟେନରରେ ଚାଲାଣ ହେଉଥିଲା ମଇଁଷି। ଭିନ୍ନ ଉପାୟରେ ମଇଁଷି ଚାଲାଣ ବେଳେ ମାଡ଼ି ବସିଲା ପୁଲିସ। କଣ୍ଟେନରରୁ ୩୦ ରୁ ଅଧିକ ମଇଁଷି ଉଦ୍ଧାର।

 (sambad.in) Buffaloes Smugglers Arrested Photograph: (sambad.in)

ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ମଇଁଷି। କଣ୍ଟେନରରେ ଚାଲାଣ ହେଉଥିଲା ମଇଁଷି। ଭିନ୍ନ ଉପାୟରେ ମଇଁଷି ଚାଲାଣ ବେଳେ ମାଡ଼ି ବସିଲା ପୁଲିସ। କଣ୍ଟେନରରୁ ୩୦ ରୁ ଅଧିକ ମଇଁଷି ଉଦ୍ଧାର।

ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳରୁ ମଇଁଷିମାନଙ୍କୁ କରାଯାଉଥିଲା ଚାଲାଣ। ବିଳମ୍ବିତ ରାତିରେ ସଦର ଥାନା ଅଂଚଳରେ ମାଡ଼ି ବସିଲା ପୁଲିସ ।
୬ ମଇଁଷି ଚାଲାଣକାରୀ ଗିରଫ। ସେମାନଙ୍କ ଭିତରୁ ୩ ସୁନ୍ଦରଗଡ଼ ଅଂଚଳର ଓ ଅନ୍ୟ ୩ ଜଣ ଉତ୍ତରପ୍ରଦେଶ ମେରଟ ଓ ସାହରାଙ୍ଗପୁର ଅଂଚଳ ର। ଏମାନଙ୍କୁ ପୁଲିସ ଅଟକ ରଖି ଆରମ୍ଭ କରିଛି ତଦନ୍ତ ।

Rayagada: ପାଣି ଟାଙ୍କି ପରିସରରେ ଗୋହତ୍ୟା ଅଭିଯୋଗ, ୱାଚମ୍ୟାନ୍‌କୁ ଅଟକ ରଖି ପଚରାଉଚରା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.