ARTICLE AD BOX
ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିବସରେ ନେତାମାନଙ୍କ ବହୁପ୍ରତୀକ୍ଷିତ ‘ଫ୍ୟାମିଲି ଫଟୋ’ ଉତ୍ତୋଳନ କରାଯାଇଛି। ଏଥିରେ ବ୍ରିକ୍ସ ନେତାମାନଙ୍କ ସାମୂହିକ ସୌହାର୍ଦ୍ଦ୍ୟ ଦେଖିବାକୁ ମିଳିଛି
/sambad/media/media_files/2026/09/13/images-6-2026-09-13-21-15-52.jpg)
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିବସରେ ନେତାମାନଙ୍କ ବହୁପ୍ରତୀକ୍ଷିତ ‘ଫ୍ୟାମିଲି ଫଟୋ’ ଉତ୍ତୋଳନ କରାଯାଇଛି। ଏଥିରେ ବ୍ରିକ୍ସ ନେତାମାନଙ୍କ ସାମୂହିକ ସୌହାର୍ଦ୍ଦ୍ୟ ଦେଖିବାକୁ ମିଳିଛି। ଫଟୋର କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛିଡ଼ା ହୋଇଥିବା ବେଳେ ତାଙ୍କ ଦୁଇ ପାଖରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏବଂ ଅନ୍ୟ ବିଶ୍ୱ ନେତୃବୃନ୍ଦ ଉପସ୍ଥିତ ଥିଲେ। ପୂର୍ବ ମତଭେଦକୁ ପଛରେ ପକାଇ ମଧ୍ୟପ୍ରାଚ୍ୟ ଆଞ୍ଚଳିକ ସଂକଟର ସମାଧାନ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ର ଏକଜୁଟ୍ ହୋଇ ଯୁଗ୍ମ ଘୋଷଣାପତ୍ର ଜାରି କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

4 days ago
5


