ARTICLE AD BOX
ଆଜି ପଦ୍ମ ଧରିବେ ପ୍ରଭାତରଂଜନ। ପ୍ରଭାତ ବିଶ୍ଵାଳଙ୍କ କଟକ ମହାନଦୀ ବିହାର ସ୍ଥିତ ବାସଭବନରେ ସମର୍ଥକମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଜେପି ବ୍ୟାନରରେ ପ୍ରଭାତ ବିଶ୍ଵାଳଙ୍କ ଫଟୋ ଦିଆଯାଇଛି। ସମର୍ଥକମାନେ ହାତରେ ବ୍ୟାନର ଧରି ବେଶ୍ ଖୁସି ଅଛନ୍ତି।
Prabhat Biswal join the BJP Photograph: (sambad.in)କଟକ: ଆଜି ପଦ୍ମ ଧରିବେ ପ୍ରଭାତ ବିଶ୍ଵାଳ। ପ୍ରଭାତ ବିଶ୍ଵାଳଙ୍କ କଟକ ମହାନଦୀ ବିହାର ସ୍ଥିତ ବାସଭବନରେ ସମର୍ଥକମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଜେପି ବ୍ୟାନରରେ ପ୍ରଭାତ ବିଶ୍ଵାଳଙ୍କ ଫଟୋ ଦିଆଯାଇଛି। ସମର୍ଥକମାନେ ହାତରେ ବ୍ୟାନର ଧରି ବେଶ୍ ଖୁସି ଅଛନ୍ତି।
Minor Girl: ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ନାବାଳିକାଙ୍କୁ ଗଣଦୁଷ୍କର୍ମ, ୫ ଅଭିଯୁକ୍ତ ଥାନାରେ ଅଟକ
ବିଜେପି ବ୍ୟାନରରେ ପ୍ରଭାତ
ଦୀର୍ଘଦିନ ହେବ ପ୍ରଭାତ ବିଶ୍ଵାଳ ବିଜେଡିରେ ରହିଥିଲେ। କିନ୍ତୁ ଆଜି ନୂଆ ବ୍ୟାନର ଅର୍ଥାତ୍ ବିଜେପି ବ୍ୟାନରରେ ପ୍ରଭାତ ବିଶ୍ଵାଳଙ୍କୁ ଦେଖିବାକୁ ମିଳିଛି। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ପ୍ରଭାତ ବିଶ୍ଵାଳ। ପ୍ରଭାତ ବିଜେପିରେ ଯୋଗ ଦେବା ପରେ ଚୌଦ୍ବାର-କଟକରେ ବିଜେଡି ଗଡ଼ ଭୁଶୁଡ଼ି ପଡ଼ିବ ବୋଲି ଚର୍ଚ୍ଚା ହେଉଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
11


