Bank of Baroda: ଡ୍ରିମ୍ ହୋମ୍ ଏକ୍ସପୋ-୨୦୨୬ରେ ବ୍ୟାଙ୍କ ଅଫ୍ ବରୋଦା

41 minutes ago 1
ARTICLE AD BOX

ହୋଟେଲ ମେଫେୟାର ସାଙ୍କଚୁଆରିରେ ଆୟୋଜିତ ଡ୍ରିମ୍ ହୋମ୍ ଏକ୍ସପୋ-୨୦୨୬ରେ ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର ଜୋନ୍ ଅଂଶଗ୍ରହଣ କରିଛି।

 ଡ୍ରିମ୍ ହୋମ୍ ଏକ୍ସପୋ-୨୦୨୬ରେ ବ୍ୟାଙ୍କ ଅଫ୍ ବରୋଦା

ଭୁବନେଶ୍ୱର: ହୋଟେଲ ମେଫେୟାର ସାଙ୍କଚୁଆରିରେ ଆୟୋଜିତ ଡ୍ରିମ୍ ହୋମ୍ ଏକ୍ସପୋ-୨୦୨୬ରେ ବ୍ୟାଙ୍କ ଅଫ୍ ବରୋଦା ଭୁବନେଶ୍ୱର ଜୋନ୍ ଅଂଶଗ୍ରହଣ କରିଛି। ଏହାକୁ ବ୍ୟାଙ୍କର ଜୋନାଲ ହେଡ୍ ଶରତ କୁମାର ପାଣିଗ୍ରାହୀ, ଡିଜିଏମ୍-ବିଡି ଦେବୀ ପ୍ରସାଦ ମହାନ୍ତି, ଡିଜିଏମ୍ ତଥା ଭୁବନେଶ୍ୱର ରିଜିଅନ୍‌ର ରିଜିଓନାଲ ହେଡ୍ ସତ୍ୟରଞ୍ଜନ ମହାପାତ୍ରଙ୍କ ସମେତ ଜୋନାଲ ଓ ରିଜିଓନାଲ ସ୍ତରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉଦ୍‌ଘାଟନ କରିଥିଲେ। ପ୍ରଦର୍ଶନୀର ଷ୍ଟଲ୍ ନମ୍ବର ୧୭କୁ ପରିଦର୍ଶନ କରି ଗ୍ରାହକମାନେ ବ୍ୟାଙ୍କର ବିଭିନ୍ନ ଦୀପାବଳି ବିଶେଷ ଗୃହ ଋଣ ଯୋଜନା ସମ୍ପର୍କରେ ଜାଣିପାରିବେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.