ARTICLE AD BOX
ବାଲେଶ୍ବର ଜିଲ୍ଲା ଖଇରା ଥାନା ତୁରିଗଡ଼ିଆ ବଜାର ନିକଟରେ ଏଟିଏମ ଲୁଟ୍ ହୋଇଥିବାର ଖବର ମିଳିଛି। ଖାଲି ସେତିକି ନୁହେଁ, ଲୁଟ୍ ପରେ ଏଟିଏମକୁ ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି ଦୁର୍ବୃତ୍ତ।
looted an India One ATM Photograph: (sambad.in)ସୋର: ବାଲେଶ୍ବରଜିଲ୍ଲା ଖଇରା ଥାନା ତୁରିଗଡ଼ିଆ ବଜାର ନିକଟରେ ଏଟିଏମ ଲୁଟ୍ ହୋଇଥିବାର ଖବର ମିଳିଛି। ଖାଲି ସେତିକି ନୁହେଁ, ଲୁଟ୍ ପରେ ଏଟିଏମକୁ ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି ଦୁର୍ବୃତ୍ତ। ଏଟିଏମ ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହେବା ସହିତ ଖଇରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Sukhuni Mines: ଶୁଖୁନି ଖଣି ବିସ୍ଥାପିତଙ୍କ ଲୁହ: ଜମି, ଘର ଗଲା; ପରପିଣ୍ଡାରେ ପରିବାର
ଇଣ୍ଡିଆ ୱାନ ଏଟିଏମରୁ ଲୁଟ
ଗତକାଲି ବିଳମ୍ବିତ ରାତିରେ ତୁରିଗଡ଼ିଆ ବଜାରରେ ଥିବା ଇଣ୍ଡିଆ ୱାନ ଏଟିଏମରୁ ଲୁଟ ପରେ ବସ୍ ଷ୍ଟାଣ୍ଡରୁ ଦୁଇଶହ ମିଟର ଦୂରରେ ଥାର ଗାଡ଼ିରେ ଟଣାଯାଇ ଏଟିଏମକୁ ଫିଙ୍ଗା ଯାଇଥିବା ଜଣାପଡିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
12


