Asian Games: ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ଭାରତୀୟ ମହିଳା

21 minutes ago 1
ARTICLE AD BOX

ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଦଳ ଚଳିତ ଏସିଆ କ୍ରୀଡ଼ା  କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ପ୍ରିକ୍ବାର୍ଟରଫାଇନାଲ୍‌ରେ ପିଭି ସିନ୍ଧୁ, ଉନ୍ନତି ହୁଦା ଓ ତନ୍ବୀ ଶର୍ମାଙ୍କୁ ନେଇ ଗଠିତ ଭାରତୀୟ ଦଳ ୩-୦ରେ କାଜାଖସ୍ତାନକୁ ପରାସ୍ତ କରିଛି। ୨ ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ସିଧାସଳଖ ୨୧-୭, ୨୧-୯ ଗେମ୍‌ରେ କାମିଲା ସ୍ମାଗୁଲୋଭାଙ୍କୁ ହରାଇ ଭାରତକୁ ପ୍ରଥମ ବିଜୟ ଦେଇଥିଲେ।

ପ୍ରିକ୍ବାର୍ଟରଫାଇନାଲ୍‌ରେ ଭାରତର ସହଜ ବିଜୟ

ଏହାପରେ ଉନ୍ନତି ୨୧-୭, ୨୧-୧୦ରେ ଆଲିସା କୁଲେଶୋଭାଙ୍କୁ ଏବଂ ଶେଷରେ ତନ୍ବୀ ଶର୍ମା ୨୧-୫, ୨୧-୧୦ରେ ଡିଆନା ନାମେନୋଭାଙ୍କୁ ପରାସ୍ତ କରି ଦଳକୁ ୩-୦ ବିଜୟ ଭେଟି ଦେଇଥ‌ଲେ। କ୍ବାର୍ଟରଫାଇନାଲ୍‌ରେ ଭାରତ ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜାପାନକୁ ସୋମବାର ଭେଟିବ।

୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲ୍‌ରେ ଋଷଭ

Read Entire Article
LEFT SIDEBAR AD

Hidden in mobile, Best for skyscrapers.