Arrested: ବନ୍ତରେ ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତଙ୍କୁ କାବୁ କଲେ ଗ୍ରାମବାସୀ

6 days ago 4
ARTICLE AD BOX

ଡକାୟତି ପାଇଁ ଆସିଥିବା ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ବନ୍ତ ପୁଲିସ ସଫଳ ହୋଇଛି। ସେମାନଙ୍କୁ ପଚରାଉଚରା  କରିବା ସମୟରେ ସତ ସାମ୍ନାକୁ ଆସିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 (sambad.in) Bant police arrested five youths from Dhamnagar who allegedly arrived in a car to commit robbery Photograph: (sambad.in)

ବନ୍ତ: ଡକାୟତି ପାଇଁ ଆସିଥିବା ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ବନ୍ତ ପୁଲିସ ସଫଳ ହୋଇଛି। ସୂଚନା ଅନୁଯାୟୀ, ଧାମନଗର ଅଞ୍ଚଳର ୫ଜଣ ଯୁବକ ବନ୍ତରେ ଡକାୟତିପାଇଁ ଏକ କାର୍‌ରେ ଆସିଥିଲେ। କିନ୍ତୁ ବିଳମ୍ବିତ ରାତିରେ ସେହି ଗାଡ଼ିଟି ଖରାପ ହୋଇଥିଲା। ଫଳରେ ସେମାନେ ସେମାନେ ଅଡ଼ାଳପଙ୍କ ନିକଟରେ ଅଟକିଥିଲେ।

ପୁଲିସକୁ ଖବର ଦେଇଥିଲେ

ସକାଳେ ଗାଁଲୋକେ ସେମାନଙ୍କ ଗତିବିଧିରୁ ସନ୍ଦେହ କରିଥିଲେ। ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପରେ ବନ୍ତ ପୁଲିସ ଘଟଣାସ୍ଥଳରେ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ସେମାନଙ୍କୁ ପଚରାଉଚରା  କରିବା ସମୟରେ ସତ ସାମ୍ନାକୁ ଆସିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Suspended: ଛାତ୍ରୀଙ୍କ ପ୍ରସବ ଘଟଣା: ଧନପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.