Actress: ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସିନେମାରେ ଏଯାଏ ନଜର ଆସିନାହାନ୍ତି ଶୀତଲ୍

1 week ago 7
ARTICLE AD BOX

ଭୁବନେଶ୍ବର: ଓଲିଉଡରଲୋକପ୍ରିୟନାୟିକା ଶୀତଲଙ୍କଅଭିନୀତପ୍ରଥମଓଡ଼ିଆସିନେମାହେଲାଯିଏ ଯାହା କହୁ ମୋର ଢୋଏହିଫିଲ୍ମରନିର୍ଦ୍ଦେଶନାଦେଇଥିଲେମୃତ୍ୟୁଞ୍ଜୟସାହୁ।ଏଥିରେବାବୁସାନଙ୍କବିପକ୍ଷରେନଜର ଆସିଥିଲେସେ। 

ଗତ୧୧ବର୍ଷଧରିଓଲିଉଡରେସକ୍ରିୟଅଛନ୍ତି

ଏହାପରେଶୀତଲ ଆଗକୁ ଆଗକୁ ମାଡ଼ିଚାଲିଛନ୍ତି।ସେଗତ୧୧ବର୍ଷଧରିଓଲିଉଡରେସକ୍ରିୟଅଛନ୍ତି। ଗତ ରଜ ଅବସରରେ ମୁକ୍ତିଲାଭ କରିଥିବା ‘ଛକିଶୂନ’ରେ ତାଙ୍କ ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହିସମୟଭିତରେସେଓଡ଼ିଆସିନେଜଗତରଅଧିକାଂଶଜଣାଶୁଣାନିର୍ଦ୍ଦେଶକଙ୍କସହକାମକରିଛନ୍ତି।ହେଲେଆପଣ  ଜାଣନ୍ତିକି, ଶୀତଲ୍ ଓଲିଉଡରକେତେଜଣଲୋକପ୍ରିୟନିର୍ଦ୍ଦେଶକଙ୍କସହ ଏଯାଏ କାମକରିନାହାନ୍ତି

dilip-pandadilip panda Photograph: (sambad.in)

ସେହିତାଲିକାରେଥିବାଜଣେଲୋକପ୍ରିୟନିର୍ଦ୍ଦେଶକହେଲେଦିଲୀପପଣ୍ଡା।ସେ୨୦୦୭ରେମୁକ୍ତିଲାଭକରିଥିବାରସିକନାଗରସିନେମାରୁସ୍ବାଧୀନଭାବେନିର୍ଦ୍ଦେଶନାଦେବାଆରମ୍ଭକରିଥିଲେ।ଏହିସିନେମାରେନମ୍ରତାଥାପାବନିଥିଲେନାୟିକା।ତାଙ୍କସହସିଦ୍ଧାନ୍ତଥିଲେନାୟକଭୂମିକାରେ।ଏହାପରେଦିଲୀପପଣ୍ଡାଆଉପଛକୁଫେରିଚାହିଁନାହାନ୍ତି।

 ଇତିମଧ୍ୟରେଦିଲୀପପଣ୍ଡାଧୀରେଧୀରେପ୍ରେମହେଲା, ‘ତୁଥିଲେମୋଡରକାହାକୁ, ହିରୋ- ଏକପ୍ରେମକଥା, ‘ମେଣ୍ଟାଲ, ହରିଓମ୍ହରି, ତୁମୋସୁନାଚଢ଼େଇ, କ୍ରିମିନାଲ୍, ଟାଇଗର୍, ଧର୍ମ, ଲେଖିଛିନାଆଁତୋର, ‘ଲାଗେପ୍ରେମନଜରଓ ଶମ୍ଭୁଭଳିସିନେମାନିର୍ମାଣକରିଛନ୍ତି

ଏସବୁସିନେମାରେଦିଲୀପବର୍ଷାପ୍ରିୟଦର୍ଶିନୀ , ରୀୟା, ପ୍ରିୟା, ତମନ୍ନା,ମେଘା, ରାଲିନନ୍ଦ, ପିଙ୍କିପ୍ରିୟଦର୍ଶିନୀ,ଏଲସାରାଗିଣୀଙ୍କଭଳିନାୟିକାଙ୍କୁନେଇଥିଲେ।କିନ୍ତୁଏଥିମଧ୍ୟରୁକୌଣସିଗୋଟିକରେଶୀତଲଙ୍କୁଦେଖିବାକୁମିଳିନାହିଁ।ଦେଖାଯାଉକେବେଏଦୁହେଁଏକାଠିକାମକରୁଛନ୍ତି!

BJP: ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ: ‘ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.