Accident: ମର୍ମନ୍ତୁଦ ଦୁର୍ଘଟଣା: କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ମାଆ-ଶିଶୁ ମୃତ

3 days ago 5
ARTICLE AD BOX

ସମ୍ବଲପୁର ରେଙ୍ଗାଲି ଖିଣ୍ଡାର ସିଟିଆର୍ ଛକରେ ବାଇକ୍‌କୁ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେବାରୁ ମାଆ ଓ ଶିଶୁପୁତ୍ରଙ୍କ ମୃତ୍ୟୁ। ଦୁର୍ଘଟଣା ପରେ ରାସ୍ତା ଅବରୋଧ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା।

 (sambad.in) A mother and her young son were killed after a coal-laden truck hit their bike Photograph: (sambad.in)

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଖିଣ୍ଡାର ସିଟିଆର୍ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଉଭୟ ଶିଶୁପୁତ୍ର ଓ ମାଆ ମୃତ୍ୟୁବରଣ କରିଥିବା ଜଣାଯାଇଛି।

ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା

ସୂଚନା ଅନୁଯାୟୀ,ସିଟିଆର୍ ଛକରେ ବାଇକକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ୍। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। 

Land Fraud Case: କୋମନା ଜମି ଜାଲିଆତି ମାମଲା: ୩ ଜମି ଦଲାଲ ଗିରଫ, କୋର୍ଟ ଚାଲାଣ କଲା ପୁଲିସ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.