ARTICLE AD BOX
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ୟୁଏଇ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଦାନୀ ଗ୍ରୁପ୍ ଓ ଆବୁଧାବିର କମ୍ପାନି ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କର୍ପୋରେସନ (ଆଇଏଚ୍ସି) ମଧ୍ୟରେ ବୁଝାମଣା କରିଛନ୍ତି।
/sambad/media/media_files/2026/09/09/whatsapp-image-2026-09-09-18-24-44.jpeg)
/sambad/media/media_files/2026/09/09/cm-in-uae-2026-09-09-18-24-53.jpg)
1/8
/sambad/media/media_files/2026/09/09/cm-in-uae-2026-09-09-18-25-05.jpg)
2/8
/sambad/media/media_files/2026/09/09/cm-in-uae2-2026-09-09-18-25-18.jpg)
3/8
ଉଭୟ ସଂସ୍ଥା ୧୪ଟି ପ୍ରକଳ୍ପରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ୨,୧୦,୫୦୦ କୋଟି ଟଙ୍କା ନିବେଶ କରିବାକୁ ମନ ବଳାଇଛନ୍ତି। ଏହି ନିବେଶ ଦ୍ବାରା ପ୍ରାୟ ୮.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
/sambad/media/media_files/2026/09/09/cm-in-uae3-2026-09-09-18-25-34.jpg)
4/8
/sambad/media/media_files/2026/09/09/cm-in-uae4-2026-09-09-18-25-46.jpg)
5/8
/sambad/media/media_files/2026/09/09/cm-in-uae5-2026-09-09-18-25-56.jpg)
6/8
/sambad/media/media_files/2026/09/09/cm-in-uae6-2026-09-09-18-26-09.jpg)
7/8
/sambad/media/media_files/2026/09/09/cm-in-uae7-2026-09-09-18-26-32.jpg)
8/8
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
8


