ARTICLE AD BOX
ଅନ୍ତନଳୀ ସୁସ୍ଥ ରଖିବାର ମୁଖ୍ୟ ଉପାୟ
କେବଳ ପାନୀୟ ନୁହେଁ, ଡାଏଟ୍ ଉପରେ ଦିଅନ୍ତୁ ଧ୍ୟାନ.....ସକାଳରେ ଯେକୌଣସି ପାନୀୟ ପିଇବାଠାରୁ ଅଧିକ ଜରୁରୀ ହେଉଛି ସାରାଦିନ ପର୍ଯ୍ୟାପ୍ତ ପାଣି ପିଇବା, ଫାଇବର୍ଯୁକ୍ତ ଖାଦ୍ୟ ଖାଇବା ଓ ସନ୍ତୁଳିତ ଡାଏଟ୍ ରଖିବା। ଏହା ସହ ନିୟମିତ ବ୍ୟାୟାମ ମଧ୍ୟ ହଜମ ଓ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

6 days ago
5


