ARTICLE AD BOX
"ବାପାରେ...ମୋ ପାଖକୁ ଆସିଲୁ। ମୁଁ ଆଉ କିଛି ଦିନ ପରେ ବହୁତ ଦୂରକୁ ଚାଲିଯିବି। ତୁ ଆଉ ମୋତେ ଖୋଜିବୁନି...ମୋତେ ମନେ ପକାଇ କାନ୍ଦିବୁନି। ତୁ ପରା ମୋ ସୁନା ପୁଅଟା.. ମୋତେ କଥା ଦେ....ମୁଁ ଚାଲିଗଲା ପରେ ମା’ର ଯତ୍ନ ନେବୁ। ଦୁଇ ଭଉଣୀଙ୍କ ଦେଖାଶୁଣା କରିବୁ।" ଏହା ଥିଲା କର୍କଟ ପୀଡ଼ିତ ବାପାର କୋହଭରା କଥା।
"ବାପାରେ...ମୋ ପାଖକୁ ଆସିଲୁ। ମୁଁ ଆଉ କିଛି ଦିନ ପରେ ବହୁତ ଦୂରକୁ ଚାଲିଯିବି। ତୁ ଆଉ ମୋତେ ଖୋଜିବୁନି...ମୋତେ ମନେ ପକାଇ କାନ୍ଦିବୁନି। ତୁ ପରା ମୋ ସୁନା ପୁଅଟା.. ମୋତେ କଥା ଦେ....ମୁଁ ଚାଲିଗଲା ପରେ ମା’ର ଯତ୍ନ ନେବୁ। ଦୁଇ ଭଉଣୀଙ୍କ ଦେଖାଶୁଣା କରିବୁ।" ଏହା ଥିଲା କର୍କଟ ପୀଡ଼ିତ ବାପାର କୋହଭରା କଥା। କୁନି ବୟସ...ଜୀବନ କ’ଣ ଜାଣିନଥିବା ଛୁଆଟା ହାତରେ ସବୁ ଦାୟିତ୍ବ ଦେଇ ଚାଲିଯିବାକୁ ବସିଛି ବାପା। କିନ୍ତୁ ମନ ବୁଝୁନି। ଯେତେ ଯାହା ହେଲେ ସେ ବାପା ପରା...କିନ୍ତୁ ବିଧିର ବିଧାନକୁ କିଏ ଅବା ବଦଳାଇ ପାରିବ। ଡାକ୍ତର ତାରିଖ ଦେଇସାରିଛନ୍ତି। ଆଉ ବାସ୍ କିଛି ଦିନ। ମୃତ୍ୟୁ ଆସିବ ଆଉ ବହୁତ ଦୂରକୁ ଟାଣି ନେବ...ନା ସେଠି ସ୍ତ୍ରୀର ଭଲ ପାଇବା ମିଳିବ ନା ପିଲାଙ୍କ ବାପା ଡାକ କାନରେ ପଡ଼ିବ... ଥିବ କେବଳ ଶୁନ୍ୟତା...
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
1


