ମହାପ୍ରଭୁଙ୍କ କଳକି ଅବତାର

1 week ago 7
ARTICLE AD BOX

କନ୍ଧମାଳ ଜିଲ୍ଲା ଘୁମୁସୟ ଉଦୟଗିରିସ୍ଥିତ ଆଡ଼ପ ମଣ୍ଡପରେ ମହାପ୍ରଭୁ ଗୁରୁବାର ଦିନ କଳକି ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବାହୁଡ଼ାଯାତ୍ରା ପୂର୍ବରୁ ଆୟୋଜିତ ଏହି ବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.