ମନ୍ଦିର ଯାଇପାରିଲେନି ମନ୍ତ୍ରୀ!

3 weeks ago 11
ARTICLE AD BOX

ଦଳୀୟ କର୍ମୀଙ୍କ ବିରୋଧ ଯୋଗୁଁ ଝାରସୁଗୁଡ଼ାରେ ମନ୍ଦିର ଯାଇ ପାରି ନାହାନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀଙ୍କୁ ମନ୍ଦିର ଯିବା ପାଇଁ ବିଜେପି କର୍ମୀମାନେ ସୁଯୋଗ ଦେଇ ନାହାନ୍ତି। ବିଜେପି କର୍ମୀମାନେ କହିଛନ୍ତି, ବିଧାୟକ ଟଙ୍କଧର ତ୍ରିପାଠୀ ଜିନ୍ଦାବାଦ। ଦଳୀୟ କର୍ମୀମାନଙ୍କ ସହିତ ଆଲୋଚନା ପରେ ମନ୍ତ୍ରୀ ଫେରିଯାଇଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.