ମଣିଷ ନୁହେଁ ,ବିବାହ କଲେ ରୋବୋର୍ଟ

3 weeks ago 11
ARTICLE AD BOX

ନିକଟରେ ରଷରୁ ଆସିଥିବା ଏକ ବିବାହର ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛିI ଯେଉଁଥିରେ ମଣିଷ ନୁହେଁ ଦୁଇଟି ରୋବୋଟ୍ ପରସ୍ପରକୁ ବିବାହ କରିଛନ୍ତିI ତେବେ AI ପ୍ରଯୁକ୍ତିର ନୂଆ ଝଲକ ଦେଖିବା ପରେ ସମସ୍ତେ ଆବାକ୍ ହୋଇଯାଇଛନ୍ତି।

ରୋବୋଟ୍ ମଣିଷ ଦ୍ୱାରା ନିର୍ମିତ ଏକ ଅତ୍ୟାଧୁନିକ ଯନ୍ତ୍ର। ଯାହା ଆଜିର ସମୟରେ ବିଭିନ୍ନ ଜଟିଳ କାମକୁ ସହଜରେ କରିପାରୁଛି। ଶିଳ୍ପ କ୍ଷେତ୍ରରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ରୋବୋଟ୍ କୁ ବ୍ୟବହାର କରାଯାଉଛି। ମସ୍କୋରେ ପ୍ରଥମ ଥର ପାଇଁ ରବର୍ଟ ଏବଂ ମାଟିଲ୍ଡା ନାମକ ଦୁଇଟି ହ୍ୟୁମାନଏଡ୍ ରୋବୋର୍ଟ ବିବାହ କରିଛନ୍ତିI ଏମାନେ ବର ଏବଂ କନ୍ୟା ପରି ସଜହୋଇ ପରସ୍ପରକୁ ବ୍ରେସଲେଟ୍ ପିନ୍ଧାଇ ବିବାହ ବନ୍ଧରେ ଆବନ୍ଧ ହୋଇଛନ୍ତିI ସବୁଠାରୁ ବଡ଼ କଥା ଯେ ଏହି ବ୍ରେସଲେଟକୁ ରୋବୋଡଗ୍ ମଞ୍ଚକୁ ଆଣିଥିଲା ଯାହାକୁ ଦେଖି ଲୋକେ ଖୁବ୍ ଖୁସି ହୋଇଥିଲେI  

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.