ବରାହ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

2 weeks ago 11
ARTICLE AD BOX

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ଗୁଣ୍ଡିଚା ମନ୍ଦିର ପରିସରରେ ରଥଯାତ୍ରା ପର ଦିନଠାରୁ ଆଡ଼ପ ମଣ୍ଡପରେ ବିରାଜିତ ତିନି ଠାକୁରଙ୍କ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ସମସ୍ତ ନୀତି ଯଥା ରୀତିରେ ପ୍ରତ୍ୟକ ଦିନ ମହାପ୍ରଭୁଙ୍କୁ ବିଭିନ୍ନ ବେଶଭୂଶାରେ ସଜ୍ଜିତ କରାଯାଇ ରୀତି ନୀତି ଧୂପ ଦୀପ ଆଳତି କରାଯିବା ସହ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ମହାପ୍ରଭୁ ବରାହ ବେଶରେ ଦର୍ଶନ ଦେଇଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.