ARTICLE AD BOX
ଦିନକ ପରେ ଦୀପାବଳି ପାଳନ ହେବ। ଆଲୋକର ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। କେବଳ ବାଣ ଦୋକାନ ନୁହେଁ; ବରଂ ସଡ଼କରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳୁଛି। ଆଜି ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ କଟକ-ଭୁବନେଶ୍ବର ୧୬ ନମ୍ବର ଜାତୀୟ ରାଜପଥର ହାଇଟେକ୍ ନିକଟରେ ଏହିଭଳି ଟ୍ରାଫିକ୍ ଭିଡ଼ ଦେଖିବାକୁ ମିଳିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


