ARTICLE AD BOX
ପଶ୍ଚିମ ଓଡ଼ିଶାର ପାରମ୍ପରିକ ଗଣପର୍ବ ନୂଆଁଖାଇ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ମଙ୍ଗଳବାର ଦିନ ପାଳନ କରାଯାଉଛି। ଏହି ପର୍ବ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ଦୃଶ୍ୟମାନ ହେଉଛି। ଧାନ ଚାଷରୁ ଭଲ ଅମଳ ହେବା ଆଶାରେ ଏହି ପର୍ବ ପାଳନ କରାଯାଏ।

Hidden in mobile, Best for skyscrapers.