ARTICLE AD BOX
ଦେଢ ବର୍ଷର ଶିଶୁକୁ ମାରିଥିଲା। ଘଟଣାର ମାତ୍ର ୪୦ ଦିନ ମଧ୍ୟରେ ଫିରୋଜାବାଦ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। ଶିଶୁଟିର ହତ୍ୟାକାରୀକୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ।
ମଣିଷ ନା ରାକ୍ଷସ? ଯିଏ ନିଜର ପ୍ରତିଶୋଧ ପରାୟଣ ମନୋଭାବ ପାଇଁ ଜଣେ ଦେଢ଼ ବର୍ଷର ଶିଶୁକୁ ନିର୍ମମ ଭାବେ ହତ୍ୟା କରିଥିଲା। ଭଲକରି ଦୁନିଆ ଦେଖିବା ଆଗରୁ ତାକୁ ସବୁଦିନ ପାଇଁ ଶୁଆଇ ଦେଇଥିଲା। ସିମେଣ୍ଟ ଚଟାଣ ଉପରେ କଚ଼ାଡି ଅତି ନିର୍ମମ ଭାବରେ ହତ୍ୟା କରିଥିଲା। ଏହାର ଭିଡ଼ିଓ ଯିଏ ଦେଖିଥିଲା ସେ ସ୍ତବ୍ଧ ହୋଇଯାଇଥିଲା। ଜଣେ ମାର କୋଳ ଏଭଳି ଖାଲି ହୋଇଯିବା ଦେଖି ସମସ୍ତେ ପ୍ରଶ୍ନ କରିଥିଲେ ସତରେ କଣ ଜଣେ ମଣିଷ ଏତେ ନିର୍ଦ୍ଦୟ ହୋଇପାରେ? ତେବେ ଘଟଣାର ମାତ୍ର ୪୦ ଦିନ ମଧ୍ୟରେ ଫିରୋଜାବାଦ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ଶିଶୁଟିର ହତ୍ୟାକାରୀକୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 weeks ago
12


