ARTICLE AD BOX
ହରେକୃଷ୍ଣପୁର ଛକରେ ଭୟଙ୍କର ଟ୍ରାଫିକ୍ ଜାମ ହେବାରୁ ଲୋକମାନେ ଭାରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସବୁଠାରୁ ଚିନ୍ତାଜନକ ଘଟଣା ହେଉଛି, ଏହି ଜାମ ମଧ୍ୟରେ ଏକ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଫସି ରହିଥିବା ଦେଖିବାକୁ ମିଳିଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
5


