ARTICLE AD BOX
🩺 କିଡ୍ନି ଆମ ଶରୀରର ଏକ ଅତ୍ୟନ୍ତ ଜରୁରୀ ଅଙ୍ଗ କିନ୍ତୁ ଅନେକ ସମୟରେ କିଡ୍ନି ରୋଗର ଲକ୍ଷଣ ଦେରିରେ ଦେଖାଯାଏ, ଯାହା ଗୁରୁତର ସମସ୍ୟାର କାରଣ ହୋଇପାରେ। Argus Prescription-ର ଏହି ବିଶେଷ ଏପିସୋଡ୍ରେ ଜାଣନ୍ତୁ— ✔️ କେଉଁ କାରଣରୁ କିଡ୍ନି ଖରାପ ହୁଏ? ✔️ କିଡ୍ନି ଖରାପ ହେବାର ପ୍ରଥମ ଲକ୍ଷଣ କ'ଣ? ✔️ ପେନ୍ କିଲର କି କିଡ୍ନି ପାଇଁ କ୍ଷତିକାରକ? ✔️ ସୁସ୍ଥ କିଡ୍ନି ପାଇଁ କ'ଣ ଖାଇବେ ଓ କ'ଣ ଏଡ଼ାଇବେ? ✔️ କେବେ ଡାଏଲିସିସ୍ ଆବଶ୍ୟକ ହୁଏ? ✔️ କିଡ୍ନି ଟ୍ରାନ୍ସପ୍ଲାଣ୍ଟ କିପରି ହୁଏ ଏବଂ ଏହା କେତେ ସୁରକ୍ଷିତ? ଏହି ସମସ୍ତ ବିଷୟରେ ବିସ୍ତୃତ ପରାମର୍ଶ ଦେଉଛନ୍ତି Dr. Tapas Ranjan Behera, Senior Consultant Nephrologist ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, Like, Share ଓ Subscribe କରନ୍ତୁ Argus News #ArgusPrescription #argusnews #kidneyhealth #kidneydisease #kidneycare #kidneyfailure #dialysis #kidneytransplant #nephrologycare #DrTapasRanjanBehera #healthtips #odiahealthylife #OdiaMedical #Prescription #kidneytreatment #chronickidneydisease #ckd #healthykidneys #OdiaDoctor #nibeditadasargusnews #nibeditadasargusprescription 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 month ago
15


