ଏମାନଙ୍କୁ ଜନ୍ମ ଦେଲା କିଏ? ଜନ୍ତରମନ୍ତର ପ୍ରଦର୍ଶନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା

5 days ago 3
ARTICLE AD BOX

ବିବାଦରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା। ଏମାନଙ୍କୁ କିଏ ଜନ୍ମ ଦେଲା? ବୋଲି ପ୍ରଶ୍ନ କରିବା ସହ ଏ ଝିଅମାନେ ଘର ସମ୍ଭାଳିବାକୁ ଯୋଗ୍ୟ ନୁହଁ ବୋଲି କହିଛନ୍ତି ଅଭିନେତ୍ରୀ।

ବିବାଦରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ପ୍ରାୟ ମାସେ ପର୍ଯ୍ୟନ୍ତ ଦେଶର ଯୁବପିଢ଼ି ଧାରଣାରେ ବସିବା ପରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧାରଣାରେ ବସିବା ସମୟର ଅନେକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଭୁ ଶ୍ରୀରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଭଳି କିଛି ଭିଡିଓ ଥିଲା ଯେଉଁଥିରେ ଜେନ୍-ଜିଙ୍କ ଶବ୍ଦ ଗ୍ରହଣୀୟ ନଥିଲା। ଏବେ ଏହି ସବୁ ଭିଡିଓକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା। ଏମାନଙ୍କୁ କିଏ ଜନ୍ମ ଦେଲା? ବୋଲି ପ୍ରଶ୍ନ କରିବା ସହ ଏ ଝିଅମାନେ ଘର ସମ୍ଭାଳିବାକୁ ଯୋଗ୍ୟ ନୁହଁ ବୋଲି କହିଛନ୍ତି ଅଭିନେତ୍ରୀ, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.