ARTICLE AD BOX
ଏତେ ଖାଦ୍ୟ ପଠାନ୍ତୁନି, ନଷ୍ଟ ହେଉଛି... CJP ପ୍ରଦର୍ଶନକାରୀ ଛାତ୍ରଙ୍କ ପାଇଁ ଦେଶର କୋଣ ଅନୁକୋଣରୁ ଆସୁଛି ଶହ ଶହ ଖାଦ୍ୟ ପାର୍ସଲ। ସ୍ୱିଗି-ଜୋମାଟୋରୁ ଅଜ୍ଞାତ ସମର୍ଥକମାନେ ଖାଦ୍ୟ ପଠାଉଥିବା ବେଳେ CJP ସୋସିଆଲ ମିଡିଆରେ ପୋଷ୍ଟ କରି ଅଧିକ ଖାଦ୍ୟ ନ ପଠାଇବାକୁ ନିବେଦନ କରିଛି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 days ago
3


