ଉଜବେକିସ୍ତାନରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ‌ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

2 weeks ago 6
ARTICLE AD BOX

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତ ଅବସରରେ ଉଜବେକିସ୍ତାନରେ ପହଞ୍ଚିଛନ୍ତି। ସେ ତାସକେଣ୍ଟରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେଠାରେ ସେ ଭାରତୀୟ ସଂପ୍ରଦାୟଙ୍କୁ ଭେଟିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.