ARTICLE AD BOX
ଆଜିର ପିଲା ଅର୍ଥାତ୍ ଜେନ୍ ଜି... ଜେନ୍ ଜି ପିଢିଙ୍କ କଥା ପୁରା ନିଆରା । ରୋକ୍ ଠୋକ୍ ଶୁଣାଉଛନ୍ତି.. ରୋକଠୋକ କହୁଛନ୍ତି । ନାହିଁ ଡ଼ର ନାହଁ ଭୟ । ବାପା ଡାକ ଛାଡିଲେ ଜେନ୍ ଜି କହୁଛି ଆରେ ଡାଡି.. ଆରେ ୟାର୍ ପାପା.. ସତରେ ଆରେ ପାପା ଆଉ ଆଜ୍ଞା ବାପା.. ଭିତରେ କେତେ ଫରକ୍ ନା ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
1


