ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବାମନ ଏବଂ ପର୍ଶୁରାମ ବେଶ

1 week ago 8
ARTICLE AD BOX

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ରଥଯାତ୍ରାରେ ଚତୁର୍ଦ୍ଧାମୂରତି ମାଉସୀ ମା’ ଘରକୁ ଯିବା ପରେ ଆଡ଼ପ ମଣ୍ଡପରେ ପ୍ରତ୍ୟକ ଦିନ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ମହାପ୍ରଭୁ ଦୁଇଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସକାଳୁ ବାମନ ବେଶ ଏବଂ ସନ୍ଧ୍ୟାରେ ପର୍ଶୁରାମ ବେଶରେ ସଜ୍ଜିତ ହୋଇଛନ୍ତି। ବହୁ ସଂଖ୍ୟାରେ ଭକ୍ତମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.