Wild Boar Attack: ବାରହା ଆକ୍ରମଣରେ ଜଣେ ମୃତ, ୧୦ରୁ ଅଧିକ ଆହତ

1 week ago 5
ARTICLE AD BOX

ଇନ୍ଦିପୁର: ଢେଙ୍କାନାଳଜିଲ୍ଲା ଇନ୍ଦିପୁର ଗାଁରେ ବାରହା ଆତଙ୍କ। ବାରହା ଆକ୍ରମଣରେ ଜଣେ ମୃତ, ୧୦ରୁ ଅଧିକ ଆହତ। ମୃତକ ହେଲେ ଇନ୍ଦିପୁର ଗାଁର ୫୫ବର୍ଷୀୟ ବଚନ ନାୟକ। ବଚନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ବାରହାକୁ କାବୁ କରିବାକୁ ଗ୍ରାମବାସୀଙ୍କ ଦାବି

ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଇନ୍ଦିପୁର ଗାଁ ପୋଖରୀକୁ ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କରିଥିଲା ବାରହା। ଆକ୍ରମଣ କରୁଥିବା ବାରହାଟି ଏବେ ଇନ୍ଦିପୁର ଗ୍ରାମରୁ ପାଖ ଡେଙ୍ଗୋବୋରେଇ ଓ କାଣ୍ଡବିନ୍ଧା ଅଞ୍ଚଳରେ ବୁଲୁଥିବା ସୁଚନା ରହିଛି। ତୁରନ୍ତ ବାରହାକୁ କାବୁ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Kargil Vijay Diwas: କାର୍ଗିଲ ବିଜୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରଦ୍ଧାଞ୍ଜଳି

Read Entire Article
LEFT SIDEBAR AD

Hidden in mobile, Best for skyscrapers.