ARTICLE AD BOX
Water Hyacinth Crisis In Chilika Brahmagiri Fishermen Face Severe Livelihood Losses | Argus News Fishermen in Puri district's Brahmagiri block are facing severe hardship after floodwaters washed in massive layers of water hyacinth (Raja Dala) along the Chilika coast. Spreading up to 2 kilometers near Badabenakudi panchayat, the thick weed has trapped boats, nets, and motors worth lakhs for the past 10 days. With fishing activities halted for nearly six months every flood season, local villagers are forced to migrate to other states for labor work. Locals have urged the administration to re-excavate the silted canal and construct protective barriers to resolve this perennial crisis. Watch Argus News for detailed field coverage from Puri. ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ବଡବେଣାକୁଦି ପଞ୍ଚାୟତରେ ବନ୍ୟା ପାଣି ସହ ଭାସି ଆସିଥିବା ରାଜଦଳ ମତ୍ସ୍ୟଜୀବୀଙ୍କ ପାଇଁ କାଳ ସାଜିଛି। ଚିଲିକା କୂଳରୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ରାଜଦଳ ମାଡ଼ି ଯାଇଥିବାରୁ ଗତ ୧୦ ଦିନ ହେଲାଣି ଲକ୍ଷାଧିକ ଟଙ୍କାର ଡଙ୍ଗା, ଜାଲ ଓ ମୋଟର ଫସି ରହିଛି। ଫଳରେ ଶତାଧିକ ମତ୍ସ୍ୟଜୀବୀଙ୍କ ଜୀବିକା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ବାଧ୍ୟ ହୋଇ ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ନାଳ ଖନନ ଓ ବାଡ଼ ନିର୍ମାଣ କରାଗଲେ ଏହି ବର୍ଷ ବର୍ଷର ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। #Brahmagiri #ChilikaFishermen #WaterHyacinth #PuriNews #FloodCrisis #FishermenHardship #LaborMigration #OdishaAgriculture #ChilikaLake #BrahmagiriBlock #PuriDistrict #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
1


