Washington shooting: ଆମେରିକାରେ ଭୟଙ୍କର ଗୁଳିକାଣ୍ଡ, ଜଣେ ଅଧିକାରୀ ମୃତ

19 minutes ago 1
ARTICLE AD BOX
 ଆମେରିକାରେ ଭୟଙ୍କର ଗୁଳିକାଣ୍ଡ, ଜଣେ ଅଧିକାରୀ ମୃତ

ୱାଶିଂଟନ୍‌: ଆମେରିକାର ୱାଶିଂଟନରେ ଏକ ଘରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ସେରିଫ୍‌ ବିଭାଗର ଜଣେ ଡେପୁଟିଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତ ଅନ୍ୟ ଜଣେ ଡେପୁଟିଙ୍କ ବଞ୍ଚିବା ଆଶା କ୍ଷୀଣ ହୋଇପଡ଼ିଛି। ଏହି ଗୁଳିକାଣ୍ଡରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ସମେତ ଘର ଭିତରେ ଥିବା ଅନ୍ୟ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.