ARTICLE AD BOX
ଝାଡୁ ଆମ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଜିନିଷ। ବାସ୍ତୁ ଅନୁସାରେ ଝାଡୁକୁ ଭୁଲ୍ ସ୍ଥାନରେ ରଖିଲେ ଅଶୁଭ ପ୍ରଭାବ ପଡ଼ିଥାଏ । ତେବେ ଆସନ୍ତୁ ଝାଡୁ ରଖିବାର ସଠିକ୍ ନିୟମ ବିଷୟରେ ଜାଣିବା ।
ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ବେଶ୍ ଗୁରୁତ୍ୱ ଦିଆଯାଏ। ଘର ତିଆରି କରିବା ବେଳେ କିମ୍ବା ଘରେ ରହିବା ପରେ ମଧ୍ୟ ଅନେକ ଲୋକ ବାସ୍ତୁ ନୀତିକୁ ମାନନ୍ତି। ଘରେ ବାସ୍ତୁଦୋଷ ଥିଲେ ଅନେକ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଘରେ ସୁଖ, ଶାନ୍ତି ଓ ସକାରାତ୍ମକ ପରିବେଶ ବଜାୟ ରଖିବା ପାଇଁ ବାସ୍ତୁ ନିୟମକୁ ପ୍ରାୟ ସମସ୍ତେ ଅନୁସରଣ କରିଥାଆନ୍ତି। ଝାଡୁ ଆମ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଜିନିଷ। ଘର ସଫା ରଖିବା ପାଇଁ ପ୍ରତିଦିନ ଏହାର ବ୍ୟବହାର ହୋଇଥାଏ। କିନ୍ତୁ ବାସ୍ତୁ ଅନୁସାରେ ଝାଡୁକୁ ଭୁଲ୍ ସ୍ଥାନରେ ରଖିଲେ ଅଶୁଭ ପ୍ରଭାବ ପଡ଼ିପାରେ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଝାଡୁ ରଖିବାର ସଠିକ୍ ନିୟମ ବିଷୟରେ ଜାଣିବା ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
11


