ARTICLE AD BOX
Tension In All-Party Meeting | Opposition Slams Speaker Over Defection Issue | Argus News ଆସନ୍ତାକାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଆଜି ସର୍ବଦଳୀୟ ବୈଠକରେ ଦେଖିବାକୁ ମିଳିଛି ହଟ୍ଟଗୋଳ। ଟିଏମସି ଏବଂ ଶିବସେନା (ଉଦ୍ଧବ ଗୋଷ୍ଠୀ)ର ସାଂସଦମାନେ ଦଳବଦଳ କରିବା ଏବଂ ବାଚସ୍ପତି ସେମାନଙ୍କୁ ପୃଥକ ଆସନ ପାଇଁ ଅନୁମତି ଦେବା ପ୍ରସଙ୍ଗରେ ଇଣ୍ଡି ମେଣ୍ଟ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମହୁଆ ମୋଇତ୍ରାଙ୍କ ସମେତ ବିରୋଧୀ ସାଂସଦମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି The all-party meeting ahead of the Parliament's Monsoon Session witnessed strong protests from the INDIA alliance. TMC and Shiv Sena (UBT) MPs expressed their displeasure over the Speaker's decision to allow separate seating for rebel lawmakers. MP Mahua Moitra raised concerns regarding the legality of these mergers. With the Monsoon Session beginning tomorrow and scheduled until August 13, the political atmosphere remains charged. Watch Argus News for more updates. #Parliament #MonsoonSession2026 #AllPartyMeeting #INDIAAlliance #TMC #MahuaMoitra #PoliticsNews #BreakingNews #DelhiNews #SpeakerDecision #PoliticalConflict #OdishaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
13


