ARTICLE AD BOX
ବାଗଡ଼ିଆ ଥାନା ପାତ୍ରପଡା ମାବାୟାଣୀଙ୍କ ଦୁଇଟି ରୁପା ମୁକୁଟ ଚୋରି ହୋଇଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତି ୯ଟାରେ ଜଣେ ଦୁର୍ବୃତ୍ତ ମନ୍ଦିରରେ ପଶି ମାବାୟାଣୀଙ୍କ ମୁଣ୍ଡରେ ଲାଗିଥିବା ୪୦୦ ଗ୍ରାମ ଓଜନର ରୁପା ମୁକୁଟ ସହିତ କିଛି ଅଳଙ୍କାର ଚୋରି କରିନେଇ ଫେରାର ହୋଇଛନ୍ତି।
theft at maa bayani temple Photograph: (sambad.in)ଛେଣ୍ଡିପଦା: ବାଗଡ଼ିଆ ଥାନା ପାତ୍ରପଡା ମାବାୟାଣୀଙ୍କ ଦୁଇଟି ରୁପା ମୁକୁଟ ଚୋରି ହୋଇଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତି ୯ଟାରେ ଜଣେ ଦୁର୍ବୃତ୍ତ ମନ୍ଦିରରେ ପଶି ମାବାୟାଣୀଙ୍କ ମୁଣ୍ଡରେ ଲାଗିଥିବା ୪୦୦ ଗ୍ରାମ ଓଜନର ରୁପା ମୁକୁଟ ସହିତ କିଛି ଅଳଙ୍କାର ଚୋରି କରିନେଇ ଫେରାର ହୋଇଛନ୍ତି।
ଗ୍ରାମବାସୀଙ୍କ ଥାନାରେ ଅଭିଯୋଗ
ପ୍ରତିଦିନ ଭଳି ମନ୍ଦିରରେ ୧୦ ଗୁହାରିଆ ମାନସ୍କାମନା ପୂରଣ ପାଇଁ ମନ୍ଦିରରେ ଅଧିଆ ପଡ଼ିଥିଲେ ମଧ୍ୟ ତାରି ମଧ୍ୟରେ ଦୁର୍ବୃତ୍ତ ମନ୍ଦିର ପଛପଟରୁ ଆସି ଚୋରି କରିଛି। ମନ୍ଦିରରେ ଲାଗିଥିବା ସିସି କ୍ୟାମେରାରେ ଚୋରି ଦୃଶ୍ୟ କଏଦ ହୋଇଛି। ଚୋରି ନେଇ ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁକରି ତଦନ୍ତ ଚଳେଇଛି।
Farmers Crisis: କାମରେ ଆସୁନି ଡିପ୍ ବୋର୍ୱେଲ ଯୋଜନା: ଦୁଇ ବର୍ଷରେ ହୋଇଛି କେବଳ ୬୯୪ ବୋରୱେଲ୍
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 month ago
16


