Suicide Attempt: ପାରିବାରିକ କଳହରୁ ଜିଭ କାଟିଦେଲେ ଯୁବକ

1 month ago 10
ARTICLE AD BOX

ଖଲ୍ଲିକୋଟ: ବେଗୁନିଆପଡ଼ା ଥାନା ହଂସତୁଳୀ ଗ୍ରାମରେ‌ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକ ଜିଭକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତରଜଣକ ହେଲେ, କିରଣ ପାତ୍ର। ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ରୋଜଗାର ପାଇଁ ବିଦେଶରେ କାମ କରୁଥିବା କିରଣ କିଛି ଦିନ ତଳେ‌ ଗାଁକୁ ଆସିଥିଲେ। ତେବେ ଫେରିବା ପରେ ଘରେ ପାରିବାରିକ କଳହ ଲାଗି ରହିଥିଲା । ଫଳରେ କିରଣ ଏଥିରେ ମାନସିକ ଭାରସାମ୍ୟ ହରାଇ ଗତକାଲି ବିଳମ୍ବିତ ରାତିରେ କାଳୀ ମନ୍ଦିର ଆଗରେ‌ ଜିଭ କାଟିଦେଇଥିଲେ। ପୂଜକ ଓ‌ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୂ ଆଣିଥିଲେ। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Murder Attempt: ଯୁବକଙ୍କ ଗଳାକାଟି ହତ୍ୟା ଉଦ୍ୟମ

Read Entire Article
LEFT SIDEBAR AD

Hidden in mobile, Best for skyscrapers.