ARTICLE AD BOX
Subhadra is the Symbol of Power" CM Mohan Majhi Slams BJD & Congress On Women Empowerment | Argus News ସୁଭଦ୍ରା ମଞ୍ଚରୁ ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ନାରୀ ସଶକ୍ତିକରଣ ପ୍ରସଙ୍ଗରେ କଲେ ଟାର୍ଗେଟ । ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ ନେଇ ବି କଂଗ୍ରେସକୁ ଟାର୍ଗେଟ୍ କଲେ ମୋହନ ଚରଣ ମାଝୀ । କହିଲେ ସୁଭଦ୍ରା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ । କିନ୍ତୁ ଆମେ 24 ବର୍ଷ ହେଲା ଖାଲି ସ୍ଲୋଗାନ ଶୁଣୁଥିଲେ । ସେହି ସଶକ୍ତିକରଣରେ ଥିଲା ପ୍ରତ୍ୟେକ ଏସଏଚଜି ମାନଙ୍କୁ କିଛି ଋଣ ପ୍ରଦାନ କରିବା । ଇଏ କେବଳ ଗୋଟିଏ ସଂଜ୍ଞା ଥିଲା । କିନ୍ତୁ ଅସଲ ସଜ୍ଞା ହେଲା ନିଜେ ନିଷ୍ପତ୍ତି ନେବାର ଅଧିକାରପ୍ରାପ୍ତ ହେବା । ଆମ ସରକାର ଏହି ଶକ୍ତି ପ୍ରଦାନ କରୁଛନ୍ତି । In a bold speech from the Subhadra Yojana platform, Odisha Chief Minister Mohan Charan Majhi launched a scathing attack on the BJD and Congress. Highlighting the difference between mere slogans and real commitment, he criticized the previous 24-year rule for limiting women's empowerment to loan disbursements. CM Majhi emphasized that true empowerment comes with financial independence and decision-making rights, which the current government is dedicated to providing. He also questioned the opposition's stance on the Nari Shakti Vandan Adhiniyam, accusing them of conspiring against women's political rights while pretending to be well-wishers. #MohanCharanMajhi #SubhadraYojana #OdishaGovernment #BJDvsBJP #OdishaPolitics #WomenRights #NariShaktiVandanAdhiniyam #CMO_Odisha #PoliticalWar #Bhubaneswar #Empowerment #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 weeks ago
7


