Strict Traffic Checking In Odisha: Heavy Fines For No Insurance & Helmet | Zero Fatality Week

2 weeks ago 8
ARTICLE AD BOX


Strict Traffic Checking In Odisha: Heavy Fines For No Insurance & Helmet | Zero Fatality Week | Argus News ବିନା ହେଲମେଟ, ବିନା ବୀମା, ଓଭର ରାଇଡିଂ କିମ୍ବା ରଙ୍ଗ୍ ସାଇଡ୍ ଡ୍ରାଇଭିଂ.. ସାମାନ୍ୟ ନିୟମ ଭାଙ୍ଗିଲେ ଆଉ ଗାଡି ଚାଳକଙ୍କୁ ତ୍ରାହି ନାହିଁ। ଗୋଟିଏ ପଟେ PUCC ଫାଇନର ମୂଲ୍ୟ ସରକାର କମାଇ ଦେଇଥିବା ବେଳେ ଅନ୍ୟ ଟ୍ରାଫିକ ନିୟମ ଉଲଂଘନ ପାଇଁ ଆରମ୍ଭ ହୋଇଛି କଡା କଡ଼ି ଚେକିଂ। ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ତରଫରୁ ଗାଡି ଗୁଡିକ ଯାଞ୍ଚ କରା ଯାଇ ଇ-ଚାଲାଣ କଟା ଯାଉଛି। ବୀମା ନ ଥାଇ ଦୁର୍ଘଟଣା ଘଟାଉଥିବା ଗାଡି ଗୁଡିକ ଉପରେ ଅଧିକ ନଜର ରଖା ଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ। The Odisha Transport Department has intensified traffic checking across the state during 'Zero Fatality Week.' While the government has relaxed fines for PUCC, rules have become stricter for driving without insurance, helmets, or wrong-side driving. In just two days, over 1 lakh rupees in fines have been collected through e-challans. Transport Minister has warned that vehicles involved in accidents without valid insurance will face severe action. #TrafficRulesOdisha #ZeroFatalityWeek #RoadSafety #TrafficFine #TransportDepartment #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.