ARTICLE AD BOX
ଭୁବନେଶ୍ବର: ବାଲିଅନ୍ତା ସୌମ୍ୟକୁ ପିଟି ପିଟି ହତ୍ୟା ମାମଲା ସହଯୋଗୀ ଓମ୍ ପ୍ରକାଶ ରାଉତର ହୋଇଛି ସତମିଛ ପରୀକ୍ଷା। ଅର୍ଥାତ୍ ଓମ୍ ର ଲାଏ ଡିଟେକସନ୍ ପରୀକ୍ଷା କରାଯାଇଛି। ରାଜ୍ୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର (Sfsl) ରେ କଡ଼ା ସୁରକ୍ଷା ଭିତରେ କରାଯାଇଛି ଓମ୍ ର ଏହି ପରୀକ୍ଷା। ଓମ୍ କୁ ଝାଳ ବୁହା ଜେରା କରିବ ଲାଗି ୫୦ଅଧିକ ପ୍ରଶ୍ନ ପ୍ରସ୍ତୁତି କରିଛି ସ୍ଵତନ୍ତ୍ର ଟିମ୍।
Road Construction: ମାଟିଆପଡ଼ା ଆର୍ଓବିର ସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ପରୀକ୍ଷା ପାଇଁ ଓମ ସହମତି ପ୍ରକାଶ କରିଥିଲା
ଲାଏ ଡିଟେକସନ୍ ଅଧିକାରୀ ଏବଂ ତଦନ୍ତକାରୀ ଅଫିସରଙ୍କ ଉପସ୍ଥିତିରେ ଚାଲିଚି ସତ ମିଛ ପରୀକ୍ଷା। ଏଠି ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରୁ ଅନୁମତି ଆଣିଥିଲେ। ସତ ମିଛ ପରୀକ୍ଷା ପାଇଁ ଖୋଦ୍ ଓମ୍ ମଧ୍ୟ ନିଜର ସହମତି ପ୍ରକାଶ କରିଥିଲା। ସୌମ୍ୟା ମାମଲାରେ ସହଯୋଗୀ ଓମ୍ ଯେଉଁ ତଥ୍ୟ ଦେଉଛି, ତାହାର ସତ୍ୟତା ଯାଞ୍ଚ କରିବା, ପୂର୍ବ ବୟାନ ସହ ତାଳମେଳ ରହୁଛି ନା ନାହିଁ। ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି କି ଏବଂ ଆଇପିଏସ୍ ଲିଙ୍କ୍ କଣ ରହିଛି । ଏ ସବୁ ଲିଙ୍କ୍ ରେ ସତ ମିଛ ପରୀକ୍ଷା କରାଯାଇଛି।

2 months ago
24


