Sonu Sood Reaches Flood-Hit Nepal, Distributes Relief on Ground & Promises More Aid | Argus News

2 weeks ago 6
ARTICLE AD BOX


Sonu Sood Reaches Flood-Hit Nepal, Distributes Relief on Ground & Promises More Aid | Argus News ପ୍ରଳୟଙ୍କରୀ ବନ୍ୟା ବିପର୍ଯ୍ୟସ୍ତ ନେପାଳରେ ପହଞ୍ଚିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍... ସିଧାସଳଖ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାଣ୍ଟିଲେ ରିଲିଫ୍ ସାମଗ୍ରୀ, ଆଗାମୀ କିଛି ମାସ ପର୍ଯ୍ୟନ୍ତ ସହାୟତା ଜାରି ରଖିବାକୁ ଦେଲେ ପ୍ରତିଶ୍ରୁତି!ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ହାହାକାର ମଧ୍ୟରେ ପୁଣି ଥରେ ଦେବଦୂତ ସାଜି ଉଭା ହୋଇଛନ୍ତି ବଲିଉଡ୍ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍। କାଠମାଣ୍ଡୁରେ ପହଞ୍ଚି ସେ ପ୍ରଭାବିତ ପରିବାରମାନଙ୍କୁ ଭେଟିବା ସହ ଭାରତରୁ ନେଇଥିବା ଖାଦ୍ୟ ସାମଗ୍ରୀ, କମ୍ବଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ନିଜେ ବଣ୍ଟନ କରିଛନ୍ତି। Bollywood actor and philanthropist Sonu Sood has reached flood and landslide-hit Nepal to extend humanitarian support to affected families. After arriving in Kathmandu, Sonu Sood visited people impacted by the devastating disaster and personally distributed essential relief supplies, including food, blankets and other necessities brought from India. Through the Sood Charity Foundation, relief assistance is being provided to those in need. Sonu Sood has also promised to continue sending relief materials from India for the next few months, until affected families are able to rebuild their lives and return to normalcy #SonuSood #NepalFlood #NepalFloodRelief #NepalLandslide #FloodRelief #Humanity #HumanitarianAid #ReliefWork #NepalDisaster #SoodCharityFoundation #GroundZero #DisasterRelief #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.