Snake Bite: ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

2 days ago 1
ARTICLE AD BOX

ବାଡ଼ିରେ ଜହ୍ନି ତୋଳୁଥିବା ବେଳେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ  ସୋର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ମେଘମାଧବ ଗ୍ରାମର  ସ୍ୱର୍ଣ୍ଣାଲତା ବାରିକ (୫୫)।

 (sambad.in) A woman has died after being bitten by a snake. Photograph: (sambad.in)

ସୋର: ବାଡ଼ିରେ ଜହ୍ନି ତୋଳୁଥିବା ବେଳେ ସାପକାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁହୋଇଛି। ସେ ହେଲେ  ସୋର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ମେଘମାଧବ ଗ୍ରାମର  ସ୍ୱର୍ଣ୍ଣାଲତା ବାରିକ (୫୫)। ସ୍ୱର୍ଣ୍ଣାଲତା ଆଜି ସକାଳେ ଘର ନିକଟରେ ଥିବା ବାଡ଼ିରେ ଜହ୍ନି ତୋଳୁଥିଲେ। ଏହିସମୟରେ ଏକ ସାପ ତାଙ୍କ ଡାହାଣ ହାତକୁ କାମୁଡ଼ିଥିଲା।  

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

ପରିବାର ଲୋକେ ତାଙ୍କୁ ତୁରନ୍ତ ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Flood: ଦଶରଥପୁରରେ ଅବସ୍ଥା ସୁଧିରିନି: ଏବେ ବି ୧୯ ପଞ୍ଚାୟତର ୫୯ ଗାଁର ୮୦ ହଜାର ଲୋକ ଜଳବନ୍ଦୀ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.