Silver Medal: ରୌପ୍ୟ ଜିଣିଲେ ହରଜିନ୍ଦର କୌର

1 month ago 12
ARTICLE AD BOX

ଗ୍ଲାସ୍‌ଗୋ: ମହିଳା ୬୯ କିଲୋଗ୍ରାମ ଭାରୋତ୍ତୋଳନରେ ଭାରତର ହରଜିନ୍ଦର କୌର ରୌପ୍ୟ ଜିତିଛନ୍ତି। ସେ ମୋଟ ୨୨୭ କିଲୋଗ୍ରାମ ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କାନାଡାର ଚାର୍ଲୋଟ୍‌ ସାଇମୋନେଉ ୨୪୦ କିଲୋଗ୍ରାମ ଲିଫ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

Advertisment

ହରଜିନ୍ଦରଙ୍କ ସଫଳତା ନିରାଶାକୁ ଦୂର କରିଛି

ସେହିପରି ଅଷ୍ଟ୍ରେଲିଆର ନ୍ୟା ଫେବେ ହେମ୍ୟାନ୍‌ ୨୧୮ କିଲୋଗ୍ରାମ ଲିଫ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ ଓ କାଂସ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ମହିଳା ୬୩ କିଲୋଗ୍ରାମ ବର୍ଗରେ ଭାରତର ପଦକ ଆଶା ନିରୁପମା ଦେବୀ ବିଫଳ ହୋଇଥିଲେ। ଏଣୁ ହରଜିନ୍ଦରଙ୍କ ସଫଳତା ଉକ୍ତ ନିରାଶାକୁ ଦୂର କରିବାରେ ସହାୟକ ହୋଇଛି।

Gymnastics: ଗୋଟିଏ ଦିନରେ ଯାଆଁଳା ଭଗ୍ନୀଙ୍କୁ ଜିମ୍ନାଷ୍ଟିକ୍ସ ପଦକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.