Shot Dead: ଦୁୃର୍ବୃତ୍ତଙ୍କ ଗୁଳିମାଡ଼ରେ ମାଂସ ଦୋକାନୀ ମୃତ

2 weeks ago 8
ARTICLE AD BOX

ସମ୍ବଲପୁରର ବୁର୍ଲାରେ ଗୁଳିମାଡ଼। ଦୁୃର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ଅନିଶ କୁରେସୀଙ୍କର ମୃତ୍ୟୁ। ଦୁୃର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। କିର୍ବା ଛକରେ ତାଙ୍କୁ ଗୁଳି ମରା ଯାଇଛି।

 (sambad.in) Butcher shot dead by miscreants Photograph: (sambad.in)

ସମ୍ବଲପୁର: ସମ୍ବଲପୁରର ବୁର୍ଲାରେ ଗୁଳିମାଡ଼। ଦୁୃର୍ବୃତ୍ତଙ୍କ ଗୁଳିରେ ମାଂସ ଦୋକାନୀ ଅନିଶ କୁରେସୀଙ୍କର ମୃତ୍ୟୁଦୁୃର୍ବୃତ୍ତମାନେ ତାଙ୍କୁ ତିନିଟି ଗୁଳି ମାରିଛନ୍ତି। କିର୍ବା ଛକରେ ତାଙ୍କୁ ଗୁଳି ମରା ଯାଇଛି। ସେ ପୂର୍ବରୁ ପିସି ବ୍ରିଜରେ ମାଂସ ଦୋକାନ କରିଥିଲେ।

Fire: ଆର୍‌ଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ସର୍ଭର ରୁମ୍‌ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.