Shot Dead: ଗୁଳିମାଡ଼ରେ ସମିତି ସଭ୍ୟଙ୍କ ମୃତ୍ୟୁ

6 days ago 7
ARTICLE AD BOX

ସୁବର୍ଣ୍ଣପୁର ଡୁଙ୍ଗୁରିପାଲିର ଚିନାଜୁରୀ କେନାଲ ରାସ୍ତାରେ ଗୁଳିମାଡ଼ରେ ସମିତି ସଭ୍ୟ ଅଚ୍ୟୁତ ନାୟକଙ୍କ ମୃତ୍ୟୁ। ଅଜଣା ଦୁର୍ବୃତ୍ତ ଫୋନ୍‌ କରି ଡାକିଥିବା ସୂଚନା। ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାଯାଇଛି l

 (sambad.in) A Samiti member, Achyuta Nayak, was shot dead Photograph: (sambad.in)

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁରଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କେନାଲ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି l  ବ୍ଲକ ଚିନାଜୁରୀ କେନାଲ ରାସ୍ତାରେ ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି l 

ସୂଚନାରୁ ପ୍ରକାଶ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପଂଚାୟତ ଡୁଡୁକା ଗ୍ରାମର ଅଚୁତା ନାୟକ ସମିତି ସଭ୍ୟ ଥିଲେ l ଗତକାଲି ରାତିରେ ଅଜଣା ଦୁର୍ବୃତ୍ତ ତାଙ୍କୁ ଫୋନ କରି ଡାକିଥିଲେ l ସେ ନିଜ କାରରେ ଘଟଣା ସ୍ଥଳକୁ ଆସିବା ମାତ୍ରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ l ଗୁଳିଟି ବେକରେ ବାଜି ଖୋକା ସିଟରେ ପଡିଛି l ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାଯାଇଛି l

Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.