SBI: ଷ୍ଟେଟ୍‌ ବ୍ୟାଙ୍କର ୱାକାଥନ୍‌

4 days ago 5
ARTICLE AD BOX

ସତର୍କତା ସଚେତନତା ସପ୍ତାହ ୨୦୨୬ ଅବସରରେ ଭାରତୀୟ ‌ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଏକ ୱାକାଥନ ଆ‌ୟୋଜନ କରାଯାଇଥିଲା। ‘ସତ୍ୟନିଷ୍ଠା ହିଁ ସମୃଦ୍ଧିର ମୂଳମନ୍ତ୍ର’ ବିଷୟ ଉପରେ ଆଧାରିତ ଏହି ୱାକାଥନରେ ବ୍ୟାଙ୍କର ସିଜିଏମ୍‌ ରାକେଶ କୁମାର ଯାଦବ, ଡିଜିଏମ୍‌ (ଭିଜିଲାନ୍ସ) ସନ୍ଦୀପ ବି ମୁନ ଓ ଡିଜିଏମ୍‌ ବିଆଣ୍ଡ୍‌ଓ ୱାଇ ସତ୍ୟନାରାୟଣ ଓ କର୍ମଚାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତେ ବ୍ୟାବସାୟିକ ଓ ବ୍ୟକ୍ତିଗତ ଜୀବନରେ ସାଧୁତା ବଜାୟ ରଖିବାକୁ ଶପଥ ନେଇଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.